ଲିଙ୍କ ଉପରେ କ୍ଲିକ କରନ୍ତୁ…
ଲିଙ୍କ ଉପରେ କ୍ଲିକ କରନ୍ତୁ…
କଟକ ଜିଲ୍ଲାର ସମସ୍ତ ବାଲି ଘାଟଗୁଡ଼ିକ ବନ୍ଦ କରିବା ପାଇଁ ଚିଠି।
ଚଳିତ ମୌସୁମୀ ଋତୁରେ କୌଣସି ବି ଘାଟରୁ ବାଲି ଉଠାଇଯାଇପାରିବନି।
କଟକ ଜିଲ୍ଲାର ସମସ୍ତ ଲିଜ୍ଧାରୀଙ୍କୁ ରାଜ୍ୟ ଖଣି ବିଭାଗ ପକ୍ଷରୁ ଚିଠି।
ଚିଠି କାର୍ଯ୍ୟକାରୀ କରିବା ପାଇଁ ଗ୍ରାମଞ୍ଚଳର ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ।
ସ୍ଥାନୀୟ ତହସିଲଦାର ଏବଂ ଉପଜିଲ୍ଲାପାଳଙ୍କୁ ମଧ୍ୟ ନିର୍ଦ୍ଦେଶନାମା ଜାରି।
ନିର୍ଦ୍ଦେଶ ଅବମାନନା କଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଚେତାବନୀ।
ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୧.୧୧ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୨.୬୯ ପଇସା ରହିଛି।