ଆଞ୍ଚଳିକ ତାଜା ଖବର ଦେଶ ବିଦେଶ ମନୋରଞ୍ଜନ ରାଜ୍ୟ ଜୀବନରେ ଏତେ “ଭୁଲ୍” କର ନାହିଁ ଯେ “ପେନ୍ସିଲ” ପୂର୍ବରୁ “ରବର” ସରିଯିବ ଆଉ ରବର କୁ ଏତେ ଘଷ ନାହିଁ ଯେ ଜୀବନର “ଫର୍ଦ୍ଦ” ଚିରିଯିବ। Odiadigital Jul 17, 2025
ଆଞ୍ଚଳିକ ତାଜା ଖବର ଦେଶ ବିଦେଶ ରାଜନୀତି ରାଜ୍ୟ ସୌମ୍ଯାଶ୍ରୀଙ୍କ ଆତ୍ମହତ୍ୟାର ଘଟଣାବଳୀ …..୩୦-୦୬-୨୫ – କଲେଜ ପ୍ରିନ୍ସପାଲଙ୍କୁ ଲିଖିତ ଅଭିଯୋଗ ସୋସିଆଲ ମିଡ଼ିଆରେ ପ୍ରଘଟ ହେବା ପରେ ଘଟଣା ଲୋକଲୋଚନକୁ ଆସିଲା। ତା’ଆଗରୁ ଏକଥା କାହାରିକୁ ଜଣାନଥିଲା।୦୧-୦୭-୨୫ – ଏବିଭିପି ତରଫରୁ କଲେଜରେ ଆନ୍ଦୋଳନ, କଲେଜ ପ୍ରିନ୍ସପାଲଙ୍କ ସହିତ ଆଲୋଚନା, ଆଲୋଚନା ସମୟରେ ପ୍ରିନ୍ସପାଲ ପୋଲିସର ସାହାଯ୍ୟ ମାଗିଥିଲେ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମଧ୍ୟ ଜଣେ ଏଡ଼ିସନାଲ ଏସପିଙ୍କୁ ପଠାଇଥିଲେ। ଆଲୋଚନାରେ ନିଷ୍କର୍ଷ ହେଲା ଅଭିଯୋଗର ତଦନ୍ତ ହେବ ଓ ତଦନ୍ତ କମିଟିର ରିପୋର୍ଟ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ।ବିଦ୍ର:- ସଙ୍ଗେ ସଙ୍ଗେ କଂଗ୍ରେସ ଓ ବିଜେଡି଼ ଛାତ୍ର ସଂଗଠନ ମୈଦାନକୁ ଓହ୍ଲାଇଲେ ସୌମ୍ୟଶ୍ରୀଙ୍କୁ ବିରୋଧ କରି ଅଭିଯୁକ୍ତ ସମୀର ସାହୁକୁ ସମର୍ଥନ କରି ୭୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ କଲେଜ ପ୍ରିନ୍ସିପାଲଙ୍କୁ ଲିଖିତ ଆକାରରେ ଜଣାଇଥିଲେ।୦୨-୦୭-୨୫ – ସୌମ୍ଯାଶ୍ରୀଙ୍କ ସହିତ ସାଂସଦଙ୍କ ଆଲୋଚନା, ସମସ୍ତ ବିଷୟରେ ଅବଗତ ହେବାପରେ ସାଂସଦ କଲେଜ ପ୍ରିନ୍ସପାଲଙ୍କୁ ତାଗିଦ କଲେ, ଉତ୍ତରରେ ପ୍ରିନ୍ସପାଲ କହିଲେ ଆମେ ଅଭିଯୋଗର ତଦନ୍ତ ପାଇଁ ଏକ ଆଭ୍ୟନ୍ତରୀଣ ତଦନ୍ତ କମିଟି ଗଠନ କରିଛୁ, ୫ ରୁ ୭ ଦିନ ଭିତରେ ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହା ଶୁଣିବା ପରେ ସାଂସଦ କହିଲେ ଅଭିଯୁକ୍ତ ସମୀର ସାହୁଙ୍କୁ ଛୁଟିରେ ପଠାଇବା ପାଇଁ ନହେଲେ ତଦନ୍ତ ପ୍ରଭାବିତ ହେବ। ତା ସହିତ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ମଧ୍ୟ ଏବାବଦରେ ଅବଗତ କରାଇଛନ୍ତି।ଗୋଟିଏ ସ୍ଵୟଂଶାସିତ ମହାବିଦ୍ୟାଳୟର ନିଜସ୍ବ କ୍ଷମତା ରହିଛି, ଝିଅ ପୋଲିସରେ ଲିଖିତ ଆବେଦନ କରିନଥିଲା ତେଣୁ ସମସ୍ତେ ତଦନ୍ତ କମିଟିର ରିପୋର୍ଟକୁ ଅପେକ୍ଷା କରିଥିଲେ।ଏହା ବ୍ୟତୀତ ଅନ୍ୟକିଛି କରିବାର ଥିଲା କି ?ସୌମ୍ୟାଶ୍ରୀର ମାନସିକତା ପରିସ୍ଥିତିକୁ ଆକଳନ କରି ସାଂସଦ ପ୍ରାୟ ୪୫ ମିନିଟ ତାକୁ ମାନସିକ ଭାବେ ଉଦବୁଦ୍ଧ କରିବା ପାଇଁ ଅନେକ ଉଦାହରଣ ରଖିଲେ, ବୁଝାଇଥିଲେ ଏବଂ ପୋଲିସରେ ଅଭିଯୋଗ ପାଇଁ ପରାମର୍ଶ ଦେଇଥିଲେ। ସାଂସଦଙ୍କ ଠାରୁ ପରାମର୍ଶ ଗ୍ରହଣ କରିବା ପରେ ସୌମ୍ଯାଶ୍ରୀ ପ୍ରତିଜ୍ଞା କଲା ‘ମୁଁ କୌଣସି କିଛି ନକାରାତ୍ମକ ପଦକ୍ଷେପ ନେବି ନାହିଁ, ଲଢ଼େଇ କରିବି’ଯେହେତୁ ଥାନାରେ ଅଭିଯୋଗ ହୋଇନଥିଲା ପୋଲିସ ମଧ୍ୟ ଅପେକ୍ଷା କରିଥିଲା କଲେଜର ଆଭ୍ୟନ୍ତରୀଣ ତଦନ୍ତ ରିପୋର୍ଟରେ କଣ ଆସୁଛି, ତାପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।ଏହା ପରେ ତଦନ୍ତ କମିଟିର ରିପୋର୍ଟକୁ ସମସ୍ତେ ଅପେକ୍ଷା କରୁଥିଲେ, ଇତିମଧ୍ୟରେ କଣ ସବୁ ଘଟୁଥିଲା ତାହା ସୌମ୍ଯାଶ୍ରୀ କାହାକୁ କିଛି ଜଣାଇନଥିଲା। କିନ୍ତୁ ହଠାତ୍ ୧୩ ତାରିଖ ଦିନ ଯାହା ଘଟିଲା ତାହା ସମସ୍ତଙ୍କୁ ବିସ୍ମିତ ଚକିତ କଲା। ୧୨-୦୭-୨୫ – ଖବର ପାଇବା ସଙ୍ଗେ ସଙ୍ଗେ ସାଂସଦ ଚିକିତ୍ସା ବିଷୟକୁ ସଂଜ୍ଞାନକୁ ନେଇ ବିଭାଗୀୟ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ସହିତ ଯୋଗାଯୋଗ କଲେ ଓ ଉପଯୁକ୍ତ ଚିକିତ୍ସା ପାଇଁ ଭୁବନେଶ୍ବର ଏଏମସ୍ ସ୍ଥାନାନ୍ତରିତ କଲେ। କଲେଜ ଯାଇ ପ୍ରିନ୍ସପାଲଙ୍କ ସହିତ ଆଲୋଚନା କରି ଘଟଣା ବିଷୟରେ ପୁଙ୍ଖାନୁପୁଙ୍ଖ ତର୍ଜମା କଲେ, ସାଥିରେ ଆରକ୍ଷୀ ଅଧିକ୍ଷକଙ୍କ ସମତେ ଅଧିକାରୀ ମାନେ ଉପସ୍ଥିତ ଥିଲେ। ତର୍ଜମା ସମୟରେ ତଦନ୍ତ କମିଟିର ବ୍ୟାପକ ଅନିୟମିତତା ହୋଇଥିବା ଦେଖିବାକୁ ପାଇଲେ। ପୋଲିସକୁ କହି ସମସ୍ତ ନଥିପତ୍ର ଜବତ୍ କରାଇଲେ। ଜଣା ପଡ଼ିଲା ତଦନ୍ତ କମିଟି ରିପୋର୍ଟ ସାଂସଦକୁ ଜଣାଇବା ପୁର୍ବରୁ, ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ପୁର୍ବରୁ, ଆରକ୍ଷୀ ଅଧିକ୍ଷକଙ୍କୁ ଜଣାଇବା ପୁର୍ବରୁ କଲେଜ ପ୍ରିନ୍ସିପାଲ ସୌମ୍ଯାଶ୍ରୀଙ୍କୁ ଏକପ୍ରକାର ହତୋତ୍ସାହିତ କରିଥିଲେ, ଯଥା ତଦନ୍ତ ରିପୋର୍ଟ ତୋ ବିରୁଦ୍ଧରେ ଯାଇଛି, ତୋ ଅଭିଯୋଗ ଭିତ୍ତିହୀନ, ତୁ ଅଭିଯୋଗ ପ୍ରତ୍ୟାହାର କରିନେ ନହେଲେ ତୋ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ ଇତ୍ୟାଦି ଇତ୍ୟାଦି। ଯାହା ବେନିୟମ ଥିଲା ଓ ସୌମ୍ଯାଶ୍ରୀଙ୍କୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରିଥିଲା। ବିଦ୍ର:- ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିବା ପରେ ଜଣା ପଡ଼ିଲା ଓ ସୌମ୍ଯାଶ୍ରୀଙ୍କ ପତ୍ରରେ ସ୍ପଷ୍ଟ ଉଲ୍ଲେଖ ରହିଛି ୨ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ କଂଗ୍ରେସ ଓ ବିଜେଡି଼ ଛାତ୍ର ସଂଗଠନ ଓ କିଛି ଅଧ୍ୟାପକ ତାଙ୍କୁ ଟାହିଟାପରା ଓ ମାନସିକ ନିର୍ଯାତନା ଦେଉଥିଲେଏହାପରେ ବିଚାର କରନ୍ତୁ ସମଗ୍ର ଘଟଣାକ୍ରମରେ କିଏ ଅବହେଳା କରିଛନ୍ତି କିଏ ଦାଇତ୍ୱ ତୁଲାଇଛନ୍ତି ? Odiadigital Jul 17, 2025
ଆଞ୍ଚଳିକ ତାଜା ଖବର ଦେଶ ବିଦେଶ ମନୋରଞ୍ଜନ ରାଜନୀତି ରାଜ୍ୟ ବନ୍ଧାହେବେ କଂଗ୍ରେସ , ବିଜେଡି ଛାତ୍ର ନେତା !ଯେଉଁ କଂଗ୍ରେସ ଓ ବିଜେଡିର ଛାତ୍ର ନେତା ମାନେ କଟୁ ମନ୍ତବ୍ୟ ଦେଇଥିଲେ ତାଙ୍କ ବିରୁଦ୍ଧରେ ଥାନାରେ FIR ଦେଲେ ସୌମ୍ୟାଙ୍କ ଭାଇ । Odiadigital Jul 17, 2025
ଆଞ୍ଚଳିକ ତାଜା ଖବର ଦେଶ ବିଦେଶ ରାଜନୀତି ରାଜ୍ୟ ରାଜ୍ୟ କ୍ୟାବିନେଟ୍ରେ ୧୩ଟି ପ୍ରସ୍ତାବକୁ ମଂଜୁରୀ…ଆଦର୍ଶ ବିଦ୍ୟାଳୟର ମାସିକ ରେଣ୍ଟକୁ ସରକାର ମୁକ୍ତ କରିଛନ୍ତି। ଆଉ ଛାତ୍ରଛାତ୍ରୀଙ୍କୁ ଦେୟ ଦେବାକୁ ହେବନାହିଁ। ଏଥିପାଇଁ ୫ ବର୍ଷରେ ୩୫୦ କୋଟି ଟଙ୍କା ଖର୍ଚ୍ଚ ହେବ। ଛାତ୍ରଛାତ୍ରୀ ପୂର୍ବରୁ ମାସିକ ୨ ହଜାର ଟଙ୍କା ରେଣ୍ଟ୍ ଦେଉଥିଲେ। Odiadigital Jul 17, 2025
ଆଞ୍ଚଳିକ ଆଧ୍ୟାତ୍ମିକ ତାଜା ଖବର ଦେଶ ବିଦେଶ ରାଜନୀତି ରାଜ୍ୟ ଆଦିକବି ସାରଳା ଦାସଙ୍କ 600 ତମ ଜନ୍ମ ବାର୍ଷିକୀ,ସାରଳା ସାହିତ୍ୟ ସଂସଦର 45 ତମ ଉଶ୍ଚବ ରେ ମହାମହିମ President of India ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କ କାରକମଳ ରେ ଓଡ଼ିଆ ପୁଅ ,ଓଡ଼ିଆ ଜାତିର ସ୍ୱାଭିମାନ ର ପ୍ରତୀକ, ନୂଆ ଓଡିଶା ଗଠନ ର ମୁଖ୍ୟ ବିନ୍ଧାଣି ,କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ Dharmendra Pradhan ଜି ଙ୍କଳିଙ୍ଗ ରତ୍ନ ଭାବରେ ସମ୍ମାନିତ ହେଲେ ! Narendra Modi Bharatiya Janata Party (BJP) Amit Shah J.P.Nadda BJP Odisha#KalingaRatnaDharmendraPradhan Odiadigital Jul 17, 2025
ଆଞ୍ଚଳିକ ତାଜା ଖବର ଦେଶ ବିଦେଶ ରାଜ୍ୟ ଆଜି ତା ୧୬/୦୭/୨୦୨୫ ନରସିଂହପୁର ଠାରେ CSC ( Common Service Center) ର ୧୬ ତମ ଜନ୍ମ ଦିବସ ପାଳନ ହୋଇଯାଇଛି,ଏଥିରେ ବ୍ଲକ ର ସମସ୍ତ ପଞ୍ଚାୟତ ରେ ଥିବା CSC ପରିଚାଳକ/ପରିଚlଳିକା (VLE )ଯୋଗ ଦେଇଥିଲେ ,ଏହି ଅବସରରେ କଟକ ଜିଲ୍ଲା ସହ ପ୍ରବନ୍ଧକ ବିଭୁତି ଭୁଷଣ ନାୟକ ଏବଂ ପ୍ରବନ୍ଧକ ଜ୍ୟୋତି ମୋହନ ଗଡ଼ନାୟକ ଯୋଗ ଦେଇ ସରକାର ଙ୍କ ର ସମସ୍ତ ଡିଜିଟାଲ ସେବା କିପରି ଭାବରେ ଲୋକ ଙ୍କ ପାଖରେ ପହଞ୍ଚି ପାରିବ ସେହି ବିଷୟରେ ଆଲୋଚନା କରିଥିଲେ l ଏହି ଅବସରରେ Digital Awareness,Bike Rally, Tree Plantation ର ଆୟୋଜନ ମଧ୍ୟ ହୋଇଥିଲା ,ଏଥିରେ ବିଶ୍ୱଜିତ୍ ଦାସ, ବିନୟ କୁମାର ସ୍ବାଇଁ,ଶ୍ରୀକାନ୍ତ ସାହୁ,ପ୍ରକାଶ ଛତ୍ର, ବିଭୁତି ମୁଦୁଲି ,ସଦ୍ୟଜାତ ନାଗେଶ୍ଵର ରଣା,ସନାତନ ରାଉତ, ଗଣେଶ ଚନ୍ଦ୍ର ସାହୁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ Odiadigital Jul 17, 2025
ଆଞ୍ଚଳିକ ତାଜା ଖବର ଦେଶ ବିଦେଶ ରାଜ୍ୟ କେନ୍ଦୁଝର: ବଜ୍ରାଘାତରେ ଶାଶୁ-ବୋହୂଙ୍କ ମୃତ୍ୟୁକେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ବିଞ୍ଝବାହାଳ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଚାଷ ଜମିରେ କାମ କରୁଥିବା ବେଳେ ବଜ୍ରାଘାତରେ ଶାଶୁ ରୁକ୍ମିଣୀ ନାୟକ (୫୦) ଓ ତାଙ୍କ ବୋହୂ ଲବଣୀ ନାୟକ (୨୮)ଙ୍କର ମୃତ୍ୟୁ ହୋଇଛି। ଘଟଣାଟି ବୁଧବାର ଦିନ ଘଟିଥିବା ଜଣାପଡ଼ିଛି। ଉଭୟ ଜମିରେ କାମ କରୁଥିବା ସମୟରେ ହଠାତ୍ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ମୃତ୍ୟୁମୁଖକୁ ପଡ଼ିଥିଲେ। ଏହି ଅଘଟଣ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ସୃଷ୍ଟି କରିଛି। Odiadigital Jul 17, 2025
ରାଜନୀତି ଆଞ୍ଚଳିକ ତାଜା ଖବର ରାଜ୍ୟ ଆଉ ନିର୍ବାଚନ ଲଢିବେନି ଜୁଏଲ୍ । କହିଲେ ଯୁବପିଢି ପାଇଁ ବାଟ ଛାଡିଦେବି ।ଦଳୀୟ ସଂଗଠନ ପାଇଁ ଆଗକୁ କାମ କରିବି । odiadigitalplus Jul 12, 2025
ତାଜା ଖବର ଦେଶ ବିଦେଶ ରାଜନୀତି ରାଜ୍ୟ ଆଉ ନିର୍ବାଚନ ଲଢିବେନି ଜୁଏଲ୍ । କହିଲେ ଯୁବପିଢି ପାଇଁ ବାଟ ଛାଡିଦେବି ।ଦଳୀୟ ସଂଗଠନ ପାଇଁ ଆଗକୁ କାମ କରିବି । Odiadigital Jul 12, 2025
ଆଞ୍ଚଳିକ ତାଜା ଖବର ରାଜନୀତି ରାଜ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଲା ଡ଼୍ରାଇଭର ମହାସଂଘ ଭିଡ଼ିଓ। କଣ କହୁଛନ୍ତି ଦେଖନ୍ତୁ। #odishanews #odishanews odiadigitalplus Jul 12, 2025
Leave a Reply Cancel replyYour email address will not be published. Required fields are marked *Comment Name* Email* Save my name, email, and website in this browser for the next time I comment.

Leave a Reply