Odia Digital Plus

Odia Digital Plus News

ଆଜି ତା ୧୬/୦୭/୨୦୨୫ ନରସିଂହପୁର ଠାରେ CSC ( Common Service Center) ର ୧୬ ତମ ଜନ୍ମ ଦିବସ ପାଳନ ହୋଇଯାଇଛି,ଏଥିରେ ବ୍ଲକ ର ସମସ୍ତ ପଞ୍ଚାୟତ ରେ ଥିବା CSC ପରିଚାଳକ/ପରିଚlଳିକା (VLE )ଯୋଗ ଦେଇଥିଲେ ,ଏହି ଅବସରରେ କଟକ ଜିଲ୍ଲା ସହ ପ୍ରବନ୍ଧକ ବିଭୁତି ଭୁଷଣ ନାୟକ ଏବଂ ପ୍ରବନ୍ଧକ ଜ୍ୟୋତି ମୋହନ ଗଡ଼ନାୟକ ଯୋଗ ଦେଇ ସରକାର ଙ୍କ ର ସମସ୍ତ ଡିଜିଟାଲ ସେବା କିପରି ଭାବରେ ଲୋକ ଙ୍କ ପାଖରେ ପହଞ୍ଚି ପାରିବ ସେହି ବିଷୟରେ ଆଲୋଚନା କରିଥିଲେ  l ଏହି ଅବସରରେ  Digital Awareness,Bike Rally, Tree Plantation ର ଆୟୋଜନ ମଧ୍ୟ ହୋଇଥିଲା ,ଏଥିରେ ବିଶ୍ୱଜିତ୍ ଦାସ, ବିନୟ କୁମାର ସ୍ବାଇଁ,ଶ୍ରୀକାନ୍ତ ସାହୁ,ପ୍ରକାଶ ଛତ୍ର, ବିଭୁତି ମୁଦୁଲି ,ସଦ୍ୟଜାତ ନାଗେଶ୍ଵର ରଣା,ସନାତନ ରାଉତ, ଗଣେଶ ଚନ୍ଦ୍ର ସାହୁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ

Leave a Reply

Your email address will not be published. Required fields are marked *